ରାଜଧାନୀରେ ୩୪ ‘ଅଧିବର୍ଷ ଶିଶୁ’, ପ୍ରତି ୪ବର୍ଷରେ ଥରେ ପାଳିବେ ଜନ୍ମଦିନ

ଭୁବନେଶ୍ୱର : ଗତକାଲି ଥିଲା ଫେବ୍ରୁଆରି ୨୯ତାରିଖ ଅର୍ଥାତ୍ ଅଧିବର୍ଷ। ପ୍ରତି ୪ବର୍ଷରେ ଥରେ ଫେବ୍ରୁଆରି ୨୮ ତାରିଖ ବଦଳରେ ୨୯ ତାରିଖ ପଡ଼ିଥାଏ। ଏ ଦୃଷ୍ଟିରୁ ଏହାକୁ ଅଧିବର୍ଷ ବା ଲିପ୍ ଇୟର୍‌ କୁହାଯାଇଥାଏ। ତେବେ ଗତକାଲି ଯେଉଁ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି, ତାଙ୍କ ପାଇଁ ଏହି ଦିନଟି ସ୍ୱତନ୍ତ୍ର। ସେମାନଙ୍କୁ ‘ଲିପ୍ ଇୟର୍‌ ବେବି’ ବା ‘ଅଧିବର୍ଷ ଶିଶୁ’ ବୋଲି ସମ୍ବୋଧନ କରାଯାଇଥାଏ। ଯେଉଁମାନେ ଓଡ଼ିଆ … Continue reading ରାଜଧାନୀରେ ୩୪ ‘ଅଧିବର୍ଷ ଶିଶୁ’, ପ୍ରତି ୪ବର୍ଷରେ ଥରେ ପାଳିବେ ଜନ୍ମଦିନ